ଓଡ଼ିଆରେ ରିପୋର୍ଟିଂର ଫେଲୋସିପ ପାଇଁ ଆବେଦନପତ୍ର

Files must be less than 3 MB.
Allowed file types: pdf doc docx.
Files must be less than 3 MB.
Allowed file types: gif pdf doc docx.

ଏତଦ୍ବାରା ଆପଣ ଘୋଷଣା କରନ୍ତି ଯେ ଆପଣଙ୍କ ଜ୍ଞାତସାରରେ ଉପରୋକ୍ତ ସମସ୍ତ ସୂଚନା ଆପଣ ପ୍ରଦାନ କରିଛନ୍ତି। ଆପଣ ଫେଲୋସିପ୍‌ ପାଇଁ ନିଜର ଏକ ମୂଳ ପ୍ରକାଶିତ କାହାଣୀର ପ୍ରସ୍ତାବ ଦେଇଛନ୍ତି। ଆପଣ ନିଶ୍ଚିତ ଅଟନ୍ତି ଯେ ପ୍ରସ୍ତାବିତ କାହାଣୀ ଉପରେ ବିସ୍ତୃତ ରିପୋର୍ଟିଂ କରିବାରେ ଆପଣଙ୍କର କୋୖଣସି ଦ୍ବନ୍ଦ୍ବ ନାହିଁ।

ଯଦି ଏ ନେଇ ଆପଣଙ୍କର କୋୖଣସି ପ୍ରଶ୍ନ ଅଛି ଦୟାକରି mediafellowship@nfi.org.in କୁ ଲେଖନ୍ତୁ।

ଦୟାକରି ମେଲ୍‌ର ‘ବିଷୟ’ ସ୍ଥାନରେ “ଜିଜ୍ଞାସା: NFI ମିଡିଆଫେଲୋସିପ୍” ଉଲ୍ଲେଖ କରନ୍ତୁ।

ଆପଣଙ୍କର ସଫଳ ଆବେଦନ ପରେ ଆପଣ ଏକ ସ୍ବୟଂଚାଳିତ ନିଶ୍ଚିତୀକରଣ ଉତ୍ତର ପାଇପାରିବେ।